ତନ୍‌ଖି କରିବା

ଉଇକିଅଭିଧାନ‌ରୁ

ତନ୍‌ଖି କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ଫାରାସୀ - ତନ୍ଖୋଆ)[ସମ୍ପାଦନା]

୧. କୌଣସି କାର୍ଯ୍ୟର ତତ୍ତ୍ୱ ନେବା; ତତ୍ତ୍ୱାବଧାରଣ କରିବା; ଅନୁସନ୍ଧାନ କରିବା — ୧. To supervise a work; to look after a work.
୨. ତଦନ୍ତ କରିବା; ତଦାରଖ କରିବା; ପରୀକ୍ଷା କରିବା — ୨. To enquire; to investigate; to examine a matter; to inspect a thing.
୩. କୌଣସି କାର୍ଯ୍ୟର ଆନୂମାନିକ ବ୍ୟୟ ପୂର୍ବରୁ ସ୍ଥିର କରିବା; ଏଷ୍ଟିମେଟ୍ କରିବା —୩. To prepare an estimate for a certain work.
୪. କୈଣସି ବିଷୟର ତଥ୍ୟ ନିରୂପଣ କରିବା; ଠକଣା କରିବା —୪. To ascertain any matter.