ତପସିଲ୍

ଉଇକିଅଭିଧାନ‌ରୁ

ତପସିଲ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ତଫ୍ସୀଲ୍) (କଚିରିଆ)[ସମ୍ପାଦନା]

୧. ବିବରଣ — ୧. Description.
୨. ବିସ୍ତାରିତ ବିବରଣ —୨. Detailed statement.
୩. ତାଲିକା; ଫେରସ୍ତ; ଫର୍ଦ —୩. Schedule; list.
୪. କୈଫିୟତ —୪. Explanation; explanatory remarks.
୫. ବିଶ୍ଳେଷଣ; ବିଭାଜନ; ବଣ୍ଟନ —୫. Distribution.
୬. ସୂଚୀ —୬. Index.
୭. ଟୀକା; ନୋଟ୍ —୭. Note.

ଦେଶଜ - ବିଶେଷଣ -[ସମ୍ପାଦନା]

ଯହିଁର ବିସ୍ତାରିତ ବିବରଣ ନିମ୍ନରେ ଦିଆଗଲା; ତପସିଲ ଲିଖିତ —Of which the detail is appended or given below.