ତପସିଲ୍ ଖୋଲିବା

ଉଇକିଅଭିଧାନ‌ରୁ

ତପସିଲ୍ ଖୋଲିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - କ୍ରିୟାପଦ - (ଆରବୀ - ତଫସୀଲ୍+ଆରବୀ - ଖୁଲ୍ନା)[ସମ୍ପାଦନା]

କୌଣସି ବିଷୟର ବିସ୍ତାରିତ ବିବରଣ ଯୋଗ କରିବା ବା ପ୍ରକାଶ କରିବା —To add a detailed statement or glossary to a matter.