Jump to content

ତପସ୍ୟା ମତ୍ସ୍ୟ

ଉଇକିଅଭିଧାନ‌ରୁ

ତପସ୍ୟା ମତ୍ସ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

କଉ ମାଛ ପରି ୧୧୨: ଆଙ୍ଗୁଳ ଲମ୍ୱ, ଚେପଟା, ଈଷତ୍ ହଳଦିଆ, କଣ୍ଟକପତ୍ରୀ ଲୁଣୀ ମାଛ ବିଶେଷ; ବୋଦସୀ ମାଛ ପରି ଏକପ୍ରକାର ମାଛ — The mangoe fish; a salt-water small fish; Polynemus Paradiscus.

[ଦ୍ରଷ୍ଟବ୍ୟ —ଏହା ୧ ଚାଖଣ୍ଡ ପର୍ଯ୍ୟନ୍ତ ବଢ଼େ; ଅଣ୍ଡା ଦେବା ପାଇଁ ବୈଶାଖ ଓ ଜ୍ୟେଷ୍ଠ ମାସରେ ଏ ମାଛ ସମୁଦ୍ରରୁ ଗଙ୍ଗାକୁ ଉଠିଆସି ଗଙ୍ଗାରେ ମଧ୍ୟ ଧରାଯାଆନ୍ତି ଏ ମାଛ ଖାଇବାକୁ ସୁସ୍ୱାଦୁ]