Jump to content

ତପସ୍ୱୀ

ଉଇକିଅଭିଧାନ‌ରୁ

ତପସ୍ୱୀ

ଉଚ୍ଚାରଣ

[ସମ୍ପାଦନା]
(ତପସ୍ୱିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ତପସ୍+ଅଛି ଅର୍ଥରେ, ବିନ୍ ୧ମା. ୧ବ)

[ସମ୍ପାଦନା]
୧. ସଂସାରଚିରକ୍ତ ଅରଣ୍ୟାଶ୍ରମବାସୀ ବ୍ୟକ୍ତି — ୧. A person who lives in a bower, being quite disgusted with the world.
୨. ସଂଯତେନ୍ଦ୍ରିୟ ବ୍ୟକ୍ତି; ମୁନି; ତାପସ — ୩. Ascetic; sage.
୩. ତପସ୍ୟା ସତ୍ସ୍ୟ (ଦେଖ) - Tapasyā matsya (See).
୪. ଘୃତକୁମାରୀ (ଦେଖ) -(ହିନ୍ଦୀ - ଶବ୍ଦସାଗର) — ୪. Aloes.

ବିଶେଷଣ -

[ସମ୍ପାଦନା]
୧. ଧାର୍ମିକ; ବ୍ରତଧାରୀ; ତପସ୍ୟାରତ; ଧର୍ମାର୍ଥ କ୍ଳେଶ— ସହିଷ୍ଣୁ —୧. Devoted to religious austerities or penances.
୨. ଶାନ୍ତସ୍ୱଭାବ —୨. Meek.
୩. ନିର୍ଦ୍ଦୋଷ —୩. Faultless.
୪. ଦୀନ —୪. Poor; afflicted; miserable.
୫. ଦୟାର ଯୋଗ୍ୟ—(ହିନ୍ଦୀ - ଶବ୍ଦସାଗର) — ୫. Pitiable.