ତପୋଲୋକ

ଉଇକିଅଭିଧାନ‌ରୁ

ତପୋଲୋକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ. କର୍ମଧା; ତପଃ+ଲୋକ)[ସମ୍ପାଦନା]

ସପ୍ତଭୂବନ ମଧ୍ୟରୁ ତପଃ ନାମକ ଭୂବନ (ଜନଲୋକର ଉର୍ଦ୍ଧ୍ୱରେ ଅବସ୍ଥିତ) —The region above the 'Janaloka'

[ଦ୍ରଷ୍ଟବ୍ୟ —ପୁରାଣ ମତରେ ଏହା ପୃଥିବୀଠାରୁ କୋଟିଯୋଜନ ଉର୍ଦ୍ଧ୍ୱରେ ଅବସ୍ଥିତ

ବଙ୍ଗୀୟ ପଣ୍ଡିତ ଉମେଶଚନ୍ଦ୍ର ବିଦ୍ୟାରତ୍ନ ପ୍ରଣୀତ 'ମାନବେର ଜନ୍ମଭୂମି' ନାମକ ଗ୍ରନ୍ଥର ମତରେ ତପୋଲୋକ 'ହିରଣୟବର୍ଷ'ର ନାମାନ୍ତର ଏବଂ ଋଷିଆ ଦେଶସ୍ଥ ସାଇବିରିଆର ଅନ୍ତର୍ଗତ ଅଟେ; ଉକ୍ତ ଗ୍ରନ୍ଥ ମତରେ ମହଲୋକ, ତପୋଲୋକ ଓ ବ୍ରହ୍ମଲୋକ ମିଶି 'ତ୍ରିଦିବ', ଅର୍ଥାତ୍ ବର୍ତ୍ତମାନ ସମଗ୍ର ସାଇବିରିଆ ପ୍ରଦେଶ]