Jump to content

ତପ୍ତ

ଉଇକିଅଭିଧାନ‌ରୁ

ତପ୍ତ

ଉଚ୍ଚାରଣ

[ସମ୍ପାଦନା]
(ତପ୍ତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ତପ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଉତ୍ତାପଯୁକ୍ତ; ତାତିଲା; ଉଷ୍ଣ; ଗରମ —୧. Hot; heated; warm; scorched.
୨. ଦୁଃଖଦ୍ୱାରା ଦଗ୍ଧ; କ୍ଳେଶପ୍ରାପ୍ତ — ୨. Afflicted with pain or sorrow.
୩. ଅନୁତାପ ଦଗ୍ଧ; ଅନୁତପ୍ତ —୩. Remorseful; penitent.
୪. ଗଳିତ —୪. Molten.
୫. କୁପିତ; ରୁଷ୍ଟ —୫. Angered; enraged.
୬. ଖିନ୍ନ; ଦୁଃଖିତ; ଶୋକାର୍ତ୍ତ —୬. Sorrowing; afflicted with grief; distressed.
୭. ଅଗ୍ନିରେ ପୋଡ଼ ଦିଆ ହୋଇଥିବା — ୭. Burnt in fire.
୮. ପୁଟପାକ ଶୋଧିତ —୮. Burnt inside a ball of clay.
୯. ଆଚରିତ —୯. Followed; practised.

[ଦ୍ରଷ୍ଟବ୍ୟ —ଏହାର ପୂର୍ବରେ ଉତ୍ ଓ ସମ୍ ଉପସର୍ଗ ଲାଗି ଉତ୍ତପ୍ତ ସନ୍ତପ୍ତ ଆଦି ଶବ୍ଦ ଗଠିତ ହୁଏ]