ତପ୍ତ
Appearance
ତପ୍ତ
ଉଚ୍ଚାରଣ
[ସମ୍ପାଦନା](ତପ୍ତା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ତପ୍ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଉତ୍ତାପଯୁକ୍ତ; ତାତିଲା; ଉଷ୍ଣ; ଗରମ —୧. Hot; heated; warm; scorched.
- ୨. ଦୁଃଖଦ୍ୱାରା ଦଗ୍ଧ; କ୍ଳେଶପ୍ରାପ୍ତ — ୨. Afflicted with pain or sorrow.
- ୩. ଅନୁତାପ ଦଗ୍ଧ; ଅନୁତପ୍ତ —୩. Remorseful; penitent.
- ୪. ଗଳିତ —୪. Molten.
- ୫. କୁପିତ; ରୁଷ୍ଟ —୫. Angered; enraged.
- ୬. ଖିନ୍ନ; ଦୁଃଖିତ; ଶୋକାର୍ତ୍ତ —୬. Sorrowing; afflicted with grief; distressed.
- ୭. ଅଗ୍ନିରେ ପୋଡ଼ ଦିଆ ହୋଇଥିବା — ୭. Burnt in fire.
- ୮. ପୁଟପାକ ଶୋଧିତ —୮. Burnt inside a ball of clay.
- ୯. ଆଚରିତ —୯. Followed; practised.
[ଦ୍ରଷ୍ଟବ୍ୟ —ଏହାର ପୂର୍ବରେ ଉତ୍ ଓ ସମ୍ ଉପସର୍ଗ ଲାଗି ଉତ୍ତପ୍ତ ସନ୍ତପ୍ତ ଆଦି ଶବ୍ଦ ଗଠିତ ହୁଏ]