ତବକା

ଉଇକିଅଭିଧାନ‌ରୁ

ତବକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ତବକାବୁନ୍ଦିଆ—ଅନ୍ୟରୂପ)

  • (file)

ବୈଦେଶିକ - ବିଶେଷ୍ୟ -(ଆରବୀ - ତବକହ୍=ପାତିଆ)[ସମ୍ପାଦନା]

ଚିନିର ଶିରାରେ ପୁର୍ଣ୍ଣ ଗୋଲାକାର ବୁନ୍ଧିଆ; ଟବକାବୁନ୍ଦିଆ —A kind of sweetmeat consisting of hollow globules of flour boiled in ghee and saturated with syrup.

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -[ସମ୍ପାଦନା]

ତମାଖୁ (ଦେଖ) - Tamākhu (See)