ତବଲା

ଉଇକିଅଭିଧାନ‌ରୁ

ତବଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ତବଲାହ୍=ଢୋଲ; ତୁଳ. ସଂସ୍କୃତ - ତଳମୃଦଙ୍ଗ)[ସମ୍ପାଦନା]

୧. ଡାହାଣହାତରେ ବଜାଯିବା ପଖୋଜପରି କିନ୍ତୁ ଏକମୁଖା ଆନଦ୍ଧ ବାଦ୍ୟବିଶେଷ —୧. A one-faced drum played on with the fingers of the right hand.

[ଦ୍ରଷ୍ଟବ୍ୟ —ପଖୋଜ ଓ ମୃଦଙ୍ଗର ଦୁଇ ପିଠିରେ ହାତମାରି ବଜାଯାଏ; କିନ୍ତୁ ଏହା ନ କରି ଦୁଇ ହାତରେ ଦୁଇଟି ସ୍ୱତନ୍ତ୍ର ଆନଦ୍ଧ ବାଦ୍ୟଯନ୍ତ୍ର ବଜାଇଲେ ବାଁଆ ପାଖର ବାଦ୍ୟକୁ 'ଡୁଗୀ, ଡୁକୀ, ବା ବାୟାଁ' ଏବଂ ଡାହାଣ ପାଖର ବାଦ୍ୟକୁ 'ତବଲ, ତବଲା, ବା ଡାୟାଁ' ବୋଲାଯାଏ 'ଡୁଗୀ ତବଲ' ଓ 'ବାୟାଁ ତବଲା' ଶବ୍ଦଦ୍ୱାରା ଏହି ଯନ୍ତ୍ରଦ୍ୱୟ ବୁଝା— ଯାଏ ଡୁଗୀ ମାଟିରେ ବା ଧାତୁରେ ଏବଂ ତବଲା କାଠରେ ତିଆରି ହୋଇଥାଏ ଏମାନଙ୍କର ଉପର ପାଖରେ ଚମଡ଼ା ଛୁଆଣି ହୋଇଥାଏ ଏବଂ ତଳପାଖଟି ବନ୍ଦ ଥାଏ]

୨. (ତୁଳ. ସଂସ୍କୃତ - ତପ୍ ଧାତୁ=ଉତ୍ତାପ ଦେବା)— ତେଲଉଣୀ ବା ପଲମ ଆକୃତିର ଚଟକା ପାତ୍ର; ତାଉଆ — ୨. A shallow metal pot or frying pan; shallow cauldron.