Jump to content

ତମାଖୁ ଖାଇବା

ଉଇକିଅଭିଧାନ‌ରୁ

ତମାଖୁ ଖାଇବା

ଉଚ୍ଚାରଣ

[ସମ୍ପାଦନା]

ତମାଖୁ ଟାଣିବା, ତମାଖୁ ପିଇବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ହୁକ୍କାଦ୍ୱାରା ଗୁଡ଼ାଖୁର ଧୂଆଁ ପିଇବା ବା ଟାଣିବା —୧. To smoke tobacco-mixure with a hubble-bubble.
୨. ତମାଖୁ ପତ୍ରର ଗୁଣ୍ଡା ବା ଖଣ୍ଡମାନ ଚିଲମରେ ବା ନଳୀ ଭରି ସେଥିରେ ନିଆଁ ଲଗାଇ କିମ୍ୱା ପିକା ବା ଚୁରୁଟଦ୍ୱାରା ତହିଁର ଧୂଆଁ ପିଇବା — ୨. To smoke tobacco leaves with cigarettes or pipes.