ତମାଦି
ଦେଖଣା
ତମାଦି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ତମାଦୀ) (କଚିରିଆ ଭାଷା)
[ସମ୍ପାଦନା]- ୧. ନିର୍ଦ୍ଦିଷ୍ଟ କାଳ ଟପିଯିବା; ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହେବା —୧. Limitation; expiry of the fixed time.
- ୨. କାଳାତିକ୍ରମ ଦୋଷ —୨. Bar of limitation.
ବିଶେଷଣ -
[ସମ୍ପାଦନା]ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହୋଇଥିବା ଯୋଗୁଁ ଆଇନ୍ ଅନୁସାରେ ଆଦାୟ କରାଯାଇ ନ ପାରିବା (ପ୍ରାପ୍ୟ ବା ଦାବୀ) — (claim or due) Barred by limitation; time-expired; statute-barred.
(ଯଥା—ତମାଦି ତମସୁକ)
[ଦ୍ରଷ୍ଟବ୍ୟ —ଭିନ୍ନ ଭିନ୍ନ ଶ୍ରେଣୀର ମକଦମା ଦାଏର୍ କରିବା ପାଇଁ ଆଇନ୍ ଅନୁସାରେ ବିଭିନ୍ନ ସମୟ 'ନିର୍ଦ୍ଧାରିତ' ହୋଇଅଛି ନାଲିସର କାରଣ (cause of action)ର ଉଦ୍ଭବ ହେବାସମୟରୁ ସେହି ନିର୍ଦ୍ଦିଷ୍ଟ ସମୟମଧ୍ୟରେ ମକଦ୍ଦମା ଦାଏର୍ ନ ହେଲେ ମକଦ୍ଦମାରେ ତମାଦି ଦୋଷ ଘଟେ ଓ ବାଦୀର ଦାବୀ ପ୍ରକୃତ ହେଲେ ମଧ୍ୟ ତାର ମକଦ୍ଦମା ଡିସମିସ୍ କରାଯାଏ]