ତମାଦି ଦୋଷ

ଉଇକିଅଭିଧାନ‌ରୁ

ତମାଦି ଦୋଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (କଚିରିଆ ଭାଷା)[ସମ୍ପାଦନା]

ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହେବା ପରେ ମକଦ୍ଦମା ବା ଦରଖାସ୍ତ ଦାଏର ହେବା ଯୋଗୁଁ ଘଟିବା ଦୋଷ, ଯହିଁ ଯୋଗୁଁ ପ୍ରାର୍ଥନାକାରୀଙ୍କୁ ପ୍ରାର୍ଥିତ ପ୍ରତୀକାର ମିଳି ପାରେ ନାହିଁ — Bar of limitation in a suit or case.