ତମାଦି ରକ୍ଷା

ଉଇକିଅଭିଧାନ‌ରୁ

ତମାଦି ରକ୍ଷା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (କଚିରିଆ ଭାଷା)

ତମସୁକ ଆଦି ତମାଦି ହେବାର ଆଇନ୍ରେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଉକ୍ତ ତମସୁକ ବାବତ୍ ପାଉଣା ମଧ୍ୟରୁ କିଛି ଟଙ୍କା ଆଦାୟ ଦେବା, କିମ୍ୱା ଉକ୍ତ ପ୍ରାପ୍ୟ ଲିଖିତ ଭାବରେ ସ୍ୱୀକାର କରିବାଦ୍ୱାରା ତମାଦି ଦୋଷରୁ ଉକ୍ତ ଦଲିଲକୁ ବଞ୍ଚାଇ ରଖିବା —The saving of limitation by part payment or acknowledgement of the dues on a bond.