ତମ୍ୱାଳୁ
ଦେଖଣା
ତମ୍ୱାଳୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚର୍ମକଷା)
[ସମ୍ପାଦନା]କ୍ଷୁଦ୍ର ବନ୍ୟ ବୃକ୍ଷବିଶେଷ — A kind of small wild tree; Ehretia Taevis; Ehretia Pubescenes; Ehretia Acuminata (Haines).
[ଏହା ପୁରୀ ଜିଲ୍ଲାର ଖୋରଧା ଓ ଗଡ଼ଜାତମାନଙ୍କରେ ବିଶେଷ ପରିମାଣରେ ଦେଖାଯାଏ ଗଛର ଗୋଲେଇ ପ୍ରାୟ ୪ ଫୁଟ; କାଠ ଭାରି ଟାଣୁଆ ଓ ବହୁକାଳ ରହେ ଏହାର ପତ୍ରକୁ ଚୋବାଇଲେ ଦାନ୍ତ ରଙ୍ଗ ପଡ଼ିଯାଏ]