ତମ୍ୱୁର
ଦେଖଣା
ତମ୍ୱୁର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୁମ୍ୱୁରୁ=ସଙ୍ଗୀତବିଦ୍ୟାନିପୁଣ ଗନ୍ଧର୍ବ ବିଶେଷ)
[ସମ୍ପାଦନା]ତାନପୁରା; ତିନିଗୋଟି ତାରଯୁକ୍ତ ବାଦ୍ୟ ବିଶେଷ; ତିନିତାରା —୧. A three-stringed musical instrument.
[ଦ୍ରଷ୍ଟବ୍ୟ —ଏହା କେବଳ ସଙ୍ଗୀତ ବୋଲିବାବେଳେ ସ୍ୱର ଦେବା ପାଇଁ ବଜାଯାଏ; ଏହାର ଦୁଇ ପାଖର ଦୁଇ ତାର ପିତଳର ଓ ମଝି ତାର ଲୁହାର; କେତେକ ଯନ୍ତ୍ରରେ ମଝିରେ ଦୁଇଟି ଲୁହା ତାର ଥାଏ]
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ତମୂର)
[ସମ୍ପାଦନା]ଛୋଟ ଢୋଲ; ଢୋଲକୀ — A small drum.