Jump to content

ତରକା

ଉଇକିଅଭିଧାନ‌ରୁ

ତରକା

ଉଚ୍ଚାରଣ

[ସମ୍ପାଦନା]

(ତର୍କା—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. (ସଂସ୍କୃତ - ଚକିତ; କ୍ରସ୍ତ)—ହୁରୁଡ଼ା; ଭୟାଳୁ; ଯେ ସାମାନ୍ୟ କାରଣରୁ ଅସ୍ଥିର ହୋଇ ପଳାଇଯାଏ; ଭୀରୁ —୧. Timid; easily frightened; shy.
୨. (ସଂସ୍କୃତ - ଚତୁର)—କୌଶଳୀ; ଚତୁର — ୨. Shrewd; elusive; crafty; sly.
୩. (ସଂସ୍କୃତ - ସତର୍କ)—ହୁସିଆର; ସାବଧାନ — ୩. Cautious; vigilant.
୪. (ସଂସ୍କୃତ - ତରସ=ବେଗ)—ଅତ୍ୟନ୍ତ ବେଗବାନ୍ — ୪. Very fleet.

ବାପ ବଙ୍କା, ପୁଅ ସଳଖା, ନାତି ଟୋକାଟି ବଡ଼ ତଲକା (ଧନୁ ଗୁଣ ଓ ଶର)—ପ୍ରହେଳିକା

ଦେଶଜ - ବିଶେଷ୍ୟ - (ଆ)

[ସମ୍ପାଦନା]
୧. ତରକା ହିଂସା (ଦେଖ) - ୧. Tarakā hiṁsā (See).
୨. ପରୋକ୍ଷ ଉତ୍ତରାଧିକାରୀଙ୍କୁ ମିଳିବା ମୃତ ବ୍ୟକ୍ତିର ସମ୍ପତ୍ତି — ୨. Property left by a deceased which is in herited by his collateral heirs.

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ହିନ୍ଦୀ - ତରକୀ)

[ସମ୍ପାଦନା]

କାପ; କାନର ବର୍ତ୍ତୁଳ ଅଳଂକାରବିଶେଷ; ତଡ଼କା — A kind of flat ornament for the ears.