ତରକାରି
ଦେଖଣା
ତରକାରି
ଉଚ୍ଚାରଣ
[ସମ୍ପାଦନା](ତର୍କାରି—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ତରକାରୀ=କଞ୍ଚା ଶାଗ ପତ୍ର)
[ସମ୍ପାଦନା](ଉର୍ଦ୍ଦୁରେ ତରକାରୀର ଅର୍ଥ—ମାଂସ ତିଅଣ)
- ୧. ତର୍କାରି; ବ୍ୟଞ୍ଜନ; ତିଅଣ; ପରିବା ତିଅଣ — ୧. Vegetable curry.
- ୨. ମାଛ ମାଂସର ତିଅଣ — ୨. Fish or meat curry.
- ୩. ବ୍ୟଞ୍ଜନାର୍ଥ ଗୃହୀତ ଫଳ ମୂଳାଦି; ପରିବା — ୩. Kitchen-vegetables; esculent vegetables; greens.
[ଦ୍ରଷ୍ଟବ୍ୟ —ଏ ଶବ୍ଦ ଡାଲି, ଭାତ, ତିଅଣ, ଭାଜି ଆଦି ଶବ୍ଦ ସଙ୍ଗେ ଅନୁଚରରୂପେ ବ୍ୟବହୃତ ହୁଏ; ଏହାର ଫାରସୀ ଅର୍ଥ ପରିବାପତ୍ରରେ ରନ୍ଧା ତିଅଣ ଓ କଞ୍ଚା ପରିବା ଓ ଶାଗ]