Jump to content

ତରଜୁତ୍ ଆବାଦ୍ କରିବା

ଉଇକିଅଭିଧାନ‌ରୁ

ତରଜୁତ୍ ଆବାଦ୍ କରିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

=== ଦେଶଜ - କ୍ରିୟାପଦ - (ଆରବୀ - ତରଦ୍ଦୁଦ୍+ଆରବୀ - ଆବାଦ୍)

(କଚିରିଆ) କୌଣସି ଜମିକୁ ରକ୍ଷଣା— ବେକ୍ଷଣ କରିବା ଓ ଚାଷ କରିବା —To preserve and cultivate a plot of land; to properly look after or take care of a property.