ତରଫା

ଉଇକିଅଭିଧାନ‌ରୁ

ତରଫା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ବୈଦେଶିକ - ବିଶେଷଣ - (ଆରବୀ - ତରଫ୍+ଫାରାସୀ - ପ୍ରତ୍ୟୟ ଆ)[ସମ୍ପାଦନା]

୧. (ଅମୁକ) ପକ୍ଷୀୟ; ପକ୍ଷାବଲମ୍ୱୀ —୧. Espousing the cause of; dealing with the side of.
୨. (ଅମୁକ) ଦିଗବ୍ୟାପୀ — ୨. Extending to a quarter or quarters.

[ଦ୍ରଷ୍ଟବ୍ୟ —ଏହା ସଂଖ୍ୟାବାଚକ ଶବ୍ଦ ସଙ୍ଗେ ବ୍ୟବହୃତ ହୁଏ ଯଥା—ଏକତରଫା, ଦୋତରଫା; ଚଉତରଫା]