ତରମିମ୍
ଦେଖଣା
ତରମିମ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ତରମୀମ୍) (କଚିରିଆ ଭାଷା)
[ସମ୍ପାଦନା]- ୧. ସଂଶୋଧନ —୧. Correction; rectification.
- ୨. ପରିବର୍ତ୍ତନ —୨. Modification.
- ୩. ଆଂଶିକଭାବରେ ଦାବୀକୁ ଅଗ୍ରାହ୍ୟ କରିବା — ୩. Rejection of a portion of a claim.
ବିଶେଷଣ -
[ସମ୍ପାଦନା]- ୧. ସଂଶୋଧିତ —୧. Corrected.
- ୨. ପରିବର୍ତ୍ତିତ —୨. Modified.
- ୩. ଆଂଶିକ ଅଗ୍ରାହ୍ୟ ହୋଇଥିବା — ୩. With a portion rejected; partially rejected; rejected in part.