ତରମିମ୍ କରିବା

ଉଇକିଅଭିଧାନ‌ରୁ

ତରମିମ୍ କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (କଚିରିଆ)[ସମ୍ପାଦନା]

୧. ଦାବିର ପରିମାଣ କମାଇ ଦେବା —୧. To modify the claim.
୨. ଦାବିର କେତେକ ଅଂଶ ବାଜ୍ୟାପ୍ତ ବା ଅଗ୍ରାହ୍ୟ କରିବା —୨. To reject a part of the claim.