ତରାଫ
ଦେଖଣା
ତରାଫ
ଉଚ୍ଚାରଣ
[ସମ୍ପାଦନା](ତରପ, ତର୍ପ, ତର୍ଫ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଆରବୀ - ତରଫ୍)
[ସମ୍ପାଦନା]- ୧. ପକ୍ଷ — ୧. Party.
[ଯଥା—ହାକିମ କାହା ତରଫକୁ ଢଳି ନାହାନ୍ତି]
ଅନୁବାଦ
[ସମ୍ପାଦନା]- ୨. ଦିଗ —୨. Direction.
(ଯଥା—ସୂର୍ଯ୍ୟ ପୂର୍ବ ତରଫରୁ ଉଇଁଲେଣି)
- ୩. ସୀମା —୩. Boundary.
(ଯଥା—କଟକ ସହରର ଦକ୍ଷିଣ ତରଫରେ କାଠଯୋଡ଼ୀ ନଦୀ)
- ୪. ନିକଟବର୍ତ୍ତୀ ଅଞ୍ଚଳ — ୪. Proximity; a tract of a country
(ଯଥା—କଲିକତା ତରଫରେ ଏବେ ଭାରି ବର୍ଷା ହୋଇଅଛି)
- ୫. ପାଖ; ପାର୍ଶ୍ୱ; ଡ଼ —୫. Side.
(ଯଥା—ମୋ ବାଆଁ ତରଫ ଅଙ୍ଗ ବିନ୍ଧୁଛି)
ଦେଶଜ - ବିଶେଷଣ -
[ସମ୍ପାଦନା]ପକ୍ଷୀୟ; ପକ୍ଷରୁ କାର୍ଯ୍ୟ କରୁଥିବା —Working or appearing on behalf of; representing.
(ଯଥା—ସେ ଜମିଦାରଙ୍କ ତରଫ ଗୁମାସ୍ତା)
ଦେଶଜ - ଅବ୍ୟୟ
[ସମ୍ପାଦନା](କଚିରିଆ ଭାଷା) ପକ୍ଷରୁ — On behalf of.
(ଯଥା—ନରହରି ମିଶ୍ର, ମହାଫିସ୍ 'ତରଫ' ନାବାଲଗ)
[ଦ୍ରଷ୍ଟବ୍ୟ —ଏହି ଅର୍ଥରେ ଏହି ଶବ୍ଦର ସାଙ୍କେତିକ ତ ଯଥା— ଅମୁକ ମହାଫିସ୍ ତ ଅମୁକ ନାବାଲଗ୍]