Jump to content

ତର୍କ ଜାଳ

ଉଇକିଅଭିଧାନ‌ରୁ

ତର୍କ ଜାଳ

ଉଚ୍ଚାରଣ

[ସମ୍ପାଦନା]

(ତର୍କି ଜାଲ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ତର୍କ+ଜାଳ=ସମୂହ)

[ସମ୍ପାଦନା]
୧. ବହୁ ତର୍କ —୧. A mesh of arguments.
୨. କୂଟତର୍କ — ୨. Round-about arguments; hair-splitting arguments.