ତର୍ହି

ଉଇକିଅଭିଧାନ‌ରୁ

ତର୍ହି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ଅବ୍ୟୟ (ତଦ୍+ହି; ନିପାତନ)[ସମ୍ପାଦନା]

୧. ସେହିସମୟରେ; ତଦା —୧. At that time.
୨. ତେବେ —୨. Then; in that case.

[ଦ୍ରଷ୍ଟବ୍ୟ —ଭାଷାରେ ଏଥିର ବ୍ୟବହାର ବିରଳ]