ତଲବ
ଦେଖଣା
ତଲବ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଗାୟକ (ହିନ୍ଦୀ - ଶବ୍ଦସାଗର) — Singer.
ତଲବ
ଉଚ୍ଚାରଣ
[ସମ୍ପାଦନା](ତଲବି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ତଲବ୍)
[ସମ୍ପାଦନା]- ୧. ହାକିମଙ୍କ ନିକଟକୁ ଯିବାକୁ ଡାକରା ବା ଆହ୍ୱାନ —୧. Snmmons to attend on a superior officer.
- ୨. ଆହ୍ୱାନ; ଡାକରା —୨. Call.
- ୩. ମାସିକ ବେତନ —୩. Monthly salary.
- ୨. ପାଖକୁ ଡାକିବା —୨. A call to come near.
- ୩. ପ୍ରଜା ଓ ଦେଣଦାରମାନଙ୍କୁ ନିଜ ନିଜର ଦେୟ ଦେବା ପାଇଁ ଜମିଦାରଙ୍କର ଓ ମହାଜନଙ୍କର ଆହ୍ୱାନ — ୩. Demand for payment of dues; asking for payment.
- ୪. ତଲାସ; ଖୋଜ —୪. Search; enquiry.
- ୫. (କେବଳ ଝାଡ଼ା, ପୋଖରୀ ଓ ପରିସ୍ରା ଶବ୍ଦ ପରେ ବସେ ଯଥା—ଝାଡ଼ା ତଲବ)—ମାଡ଼ିବା; ବେଗ ଦେଖାଇବା — ୫. Tendency (to pass stools and urine); call (of nature).