ତଲାସ
ଦେଖଣା
ତଲାସ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ତୁର୍କୀ. ତଲ୍ଲାସ୍=ଅନୁସନ୍ଧାନ, ଖୋଜିବା)
[ସମ୍ପାଦନା]- ୧. ଅନୁସନ୍ଧାନ —୧. Seeking after; enquiry.
- ୨. ଅନ୍ୱେଷଣ; ଖୋଜିବା — ୨. Searching; quest.
- ୩. ଅପରାଧୀ ବ୍ୟକ୍ତି ଦେହ ବା ଲୁଗାପଟା ଆଦିରେ କୌଣସି ନିସିଦ୍ଧ ପଦାର୍ଥ ଲୁଚାଇ ଅଛି କି ନାହିଁ ତାହା ଜାଣିବା ସକାଶେ ଅପରାଧୀର ଲୁଗାପଟାଆଦି ଦରାଣ୍ଡିବା — ୩. Search of a person's body or clothes.
- ୪. ଅନୁପସ୍ଥିତ ବ୍ୟକ୍ତି ବା ପଦାର୍ଥକୁ ଲୋଡ଼ିବା — ୪. Enquiring after an absent person or thing.
ତତ୍ତ୍ୱ ଜାଣେ କବି ତରଣି ତା ଭାବି ତଲାସ ଯେ ଯାକୁ ନାହିଁ କବିସୂର୍ଯ୍ୟ. ସଙ୍ଗୀତ