ତଲାସି ଫିସ୍
ଦେଖଣା
ତଲାସି ଫିସ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତଲାସି ଫିସ୍
|
ବୈଦେଶିକ - ବିଶେଷ୍ୟ - (ତୁ. ତଲାସୀ+ଇଂରାଜୀ - ଫିସ୍) (କଚିରିଆ)
[ସମ୍ପାଦନା]ମହାଫିସ ଖାନାରୁ କୌଣସି ସରକାରୀ କାଗଜ ବାହାର କରିବା ପାଇଁ ସରକାରଙ୍କୁ ଦିଆଯିବା ନିର୍ଦ୍ଦିଷ୍ଟ ଧନ —Searching fee.