ତଲେଇ
ଦେଖଣା
ତଲେଇ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ -
[ସମ୍ପାଦନା]- ୧. (ଯାଜପୁର) ବି—ଲୟ; ନିଘା — ୧. Attention.
(ଯଥା—କଥାକୁ ତଲେଇ ରଖିବା)
- ୨. (ସମ୍ୱଲପୁର) ବି—ବାଉଁଶ ପାତିଆରେ ବୁଣା ଆସନ — ୨. A mattress woven with bamboo-laths.
[ଦ୍ରଷ୍ଟବ୍ୟ —ସମ୍ୱଲପୁରରେ ବାଉଁଶପାତିଆରେ ବୁଣା ଆସନକୁ ତଲେଇ ଓ ପରଦା ବା ବାଡ଼ରୂପେ ବ୍ୟବହୃତ ତଲେଇକୁ ଟାଟୀ ବୋଲାଯାଏ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ତଲାଇ (ଦେଖ) - —Talāi (See)