ତଳାର୍ଦ୍ଧ
ଦେଖଣା
ତଳାର୍ଦ୍ଧ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ତିଳ+ଅର୍ଦ୍ଧ)
[ସମ୍ପାଦନା]- ୧. ସ୍ୱଳ୍ପକ୍ଷଣମାତ୍ର — ୧. A moment.
- ୨. ଅତ୍ୟନ୍ତ ପରିମିତ ସ୍ଥାନ —୨. A little space.
- ୩. ଅତିସୂକ୍ଷ୍ମାଂଶ —୩. A very minute part.
ଅନୁବାଦ
[ସମ୍ପାଦନା](ତିଳାର୍ଦ୍ଧେ—ଅନ୍ୟରୂପ)
ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ତିଳାର୍ଦ୍ଧମ୍)
[ସମ୍ପାଦନା]ଅତି ସାମାନ୍ୟ ମାତ୍ର; ଟିକିଏ ହେଲେ ମଧ୍ୟ; ଆଦୌ —In the slightest manner; a bit; at all.
(ଯଥା—ସେ ଏହା କରିବ ବୋଲି ମୁଁ ତିଳାର୍ଦ୍ଧ ବିଶ୍ୱାସ କରି ନ ଥିଲି )