ତଳି ମଣ୍ଡା

ଉଇକିଅଭିଧାନ‌ରୁ

ତଳି ମଣ୍ଡା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (କଟକ) ବିଶେଷ୍ୟ -[ସମ୍ପାଦନା]

ଅଳ୍ପ ଖାଦ୍ୟ — A small quantity of food.

ପେଟରେ ଦିଟା ତଳିମଣ୍ଡା ପଡ଼ିଯିବାରୁ ମିଞ୍ଜାସ ନରମ ହୋଇଗଲା—ସହକାର