ତସ୍ୟ

ଉଇକିଅଭିଧାନ‌ରୁ

ତସ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ତସ୍ୟା—ସ୍ତ୍ରୀ)
  • (file)

ସଂସ୍କୃତ - ସର୍ବନାମ (ତତ୍ ଶବ୍ଦ, ପୁଂଲିଙ୍ଗ, ୬ଷ୍ଠୀ ୧ ବଚନ)[ସମ୍ପାଦନା]

ତାହାର; ତାହାଙ୍କର —His; her; its.

ଦେଶଜ - ବିଶେଷଣ -[ସମ୍ପାଦନା]

ତଦୀୟ; ତତ୍ ସମ୍ୱନ୍ଧୀୟ — Pertsining to that.

[ଦ୍ରଷ୍ଟବ୍ୟ —ସାହିତ୍ୟିକ ଭାଷାରେ ଏହାର ବ୍ୟବହାର ବିରଳ; ମାତ୍ର କଚିରିଆ ଭାଷା ଓ ଦଲିଲ ଆଦିରେ ଏହି ଶବ୍ଦ ଏବଂ ଏହାର ବିକୃତି ଆକାର ପୁଂଲିଙ୍ଗରେ 'ତସ୍ୟର' ଓ ସ୍ତ୍ରୀ ଲିଙ୍ଗରେ 'ତସ୍ୟାର' ଶବ୍ଦର ବହୁଳ ପ୍ରୟୋଗ ପରିଲକ୍ଷିତ ହୁଏ]