Jump to content

ତହବିଲଦାର୍

ଉଇକିଅଭିଧାନ‌ରୁ

ତହବିଲଦାର୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ତହବୀଲ୍+ଫାରାସୀ - ପ୍ରତ୍ୟୟ ଦାର୍)

[ସମ୍ପାଦନା]

ଯାହା ଉପରେ ତହବିଲର ଭାର ନ୍ୟସ୍ତ ଥାଏ; କୋଷାଧ୍ୟକ୍ଷ; ତହବିଲ ରକ୍ଷକ; ଖାଞ୍ଜିଞ୍ଚି — Cashier; treasurer; one entrusted with the custody of cash.