ତହରିର ତକରିର୍

ଉଇକିଅଭିଧାନ‌ରୁ

ତହରିର ତକରିର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ତହରିର୍ ତକରିବ— ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଆରବୀ - ତହରୀର= ଲେଖେଇ ମିହନ୍ତନା+ତକରୀବ=ଉତ୍ସବ)[ସମ୍ପାଦନା]

ଧାର୍ଯ୍ୟ ଖଜଣା ଉପରେ ପୂର୍ବେ ଜମିଦାରମାନେ ପ୍ରଜାଙ୍କଠାରୁ ତହସିଲଦାରର ବା ମୋହୋରିରର ପାରିଶ୍ରମିକ ଓ ନିଜର ଉତ୍ସବାଦିର ଖରଚ ଆଦି ପାଇଁ ନାନା ଆକାରରେ ଆଦାୟ କରୁଥିବା ଧନ; ଆବବାବ୍ — ୨. Illegal exactions formerly realised by Zamindars from the rayats; abwab.

[ ଦ୍ର—ବଙ୍ଗ ବିହାର ଓଡ଼ିଶାର ଜମିଦାରମାନେ ପୂର୍ବେ ତହସିଲ— କର୍ମଚାରୀମାନଙ୍କ ଲେଖାଇ ମିହନ୍ତନା ପାଇଁ ଓ ନିଜର ସୁନିଆ ଆଦି ଉତ୍ସବାଦିର ଖରଚ ପାଇଁ ପ୍ରଜାଙ୍କଠାରୁ ଖଜଣା ଉପରେ ଅତିରିକ୍ତ ଅର୍ଥ ଭିନ୍ନ ଭିନ୍ନ ନାମରେ ଆଦାୟ କରୁଥିଲେ ସେଥି ମଧ୍ୟରୁ ତହରିର ଗୋଟିଏ ଓ ତକରୀବ ଗୋଟିଏ ଏହି ସହୁକୁ ଇଂରାଜ ଗଭର୍ଣ୍ଣମେଣ୍ଟ ଆଇନଦ୍ୱାରା ବନ୍ଦ କରି ଅଛନ୍ତି ଯେଉଁ ଜମିଦାର ପ୍ରଜାଙ୍କଠାରୁ ଏପରି ଅତିରିକ୍ତ ଅର୍ଥ ନେବାର ପ୍ରମାଣିତ ହେବ ସେ ଦଣ୍ଡନୀୟ ହେବେ ବୋଲି ସରକାର ଆଇନ କରିଅଛନ୍ତି]