ତହସିଲ କଚିରି

ଉଇକିଅଭିଧାନ‌ରୁ

ତହସିଲ କଚିରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ତହସିଲ୍ ଅଫିସ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଆରବୀ - ତହସିଲ+ଫାରାସୀ - କଚହରୀ)[ସମ୍ପାଦନା]

ଯେଉଁ କାର୍ଯ୍ୟାଳୟରେ ପ୍ରଜାଙ୍କଠାରୁ ଜମିଦାରଙ୍କ ତରଫରୁ ଖଜଣା ଆଦାୟ କରାଯାଏ ଓ ଯେଉଁଠାରେ ତହସିଲଦାର ଅଫିସ୍ କରନ୍ତି — The village-office of a zamindar for rent collection.