ତହସିଲ କଚେରି
ଦେଖଣା
ତହସିଲ କଚେରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ତହସିଲ କଚେରି
|
(ତହସିଲ୍ ଅଫିସ୍—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଆରବୀ - ତହସିଲ+ଫାରାସୀ - କଚହରୀ)
[ସମ୍ପାଦନା]ଯେଉଁ କାର୍ଯ୍ୟାଳୟରେ ପ୍ରଜାଙ୍କଠାରୁ ଜମିଦାରଙ୍କ ତରଫରୁ ଖଜଣା ଆଦାୟ କରାଯାଏ ଓ ଯେଉଁଠାରେ ତହସିଲଦାର ଅଫିସ୍ କରନ୍ତି — The village-office of a zamindar for rent collection.