ତହୁଁ

ଉଇକିଅଭିଧାନ‌ରୁ

ତହୁଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ[ସମ୍ପାଦନା]

୧. ସେଠାରୁ — ୧. From there; thence.
୨. ତହିଁରୁ; ସେଥିରୁ —୨. From that.
୩. ତାହା ଅପେକ୍ଷା —୩. Than that.

ତହୁଁ ବଳି ସୁଖ ନାହିଁ ଏ ଜଗତେ ଘଟାଏ ଯା ଭୂତି ବିସ୍ମୃତି ଏ ଭୂତେ ରାଧାନାଥ

୪. (ଅମୁକ) ଅପେକ୍ଷା; ଠାରୁ — ୪. Than (such a person).

ମୋ ତହୁଁ ଡେଙ୍ଗା ରାମ ଖାଡ଼େଙ୍ଗା ହ. ବୋଳି ମନେ କରୁଛି ତଗ

୫. ତତ୍ପରେ — ୫. After that; then; afterwards.

ତହୁଁ କେତେ ଦିନ ଶେଷ ବାଳା ପାଣେ ଦୁତ କଲା ଚିଟାଭ ପ୍ରବେଶ ଭଞ୍ଜ, ପ୍ରେମସୁଧାନିଧି

୬. (ଅମୁକ) ଠାରୁ ବା ନିକଟରୁ —୬. From.

ଏ ମନ ମନ ତହୁଁ ଶୁଣି ଯ୍ୟାନ ବୋଲନ୍ତି ତତ୍ତ୍ୱବାଣୀ ଭୂପତି, ପ୍ରେମପଞ୍ଚାମୃତ

୭. ଉକ୍ତ ବିଷୟରୁ ବା କାର୍ଯ୍ୟରୁ — ୭. Resulting from that.

ତହୁଁ କି ବିଷମଭାବ ତର୍କିଲା ମୋ ଚାଟ ଶ୍ରବ ତଟକୁ ଘଟନ୍ତେ ଅବ ଧାନ ବିନା ହିସଲାରେ କବିସୂର୍ଯ୍ୟ. କିଶୋରଚମ୍ଫୁ ତ. ଗୀତ

୮. ବ୍ୟତିତ; ଛଡା — ୮. Except.

ନିରତେ କରି ତୋତେ ଧ୍ୟାନ ତହୁଁ ନ ଜାଣନ୍ତି ଅନ ଜଗନ୍ନାଥ, ଭାଗବତ

୯. ସେହି କାରଣରୁ — ୯. From that cause; owing to that reason.