ତହୁଁ
ଦେଖଣା
ତହୁଁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ
[ସମ୍ପାଦନା]- ୧. ସେଠାରୁ — ୧. From there; thence.
- ୨. ତହିଁରୁ; ସେଥିରୁ —୨. From that.
- ୩. ତାହା ଅପେକ୍ଷା —୩. Than that.
ତହୁଁ ବଳି ସୁଖ ନାହିଁ ଏ ଜଗତେ ଘଟାଏ ଯା ଭୂତି ବିସ୍ମୃତି ଏ ଭୂତେ ରାଧାନାଥ
- ୪. (ଅମୁକ) ଅପେକ୍ଷା; ଠାରୁ — ୪. Than (such a person).
ମୋ ତହୁଁ ଡେଙ୍ଗା ରାମ ଖାଡ଼େଙ୍ଗା ହ. ବୋଳି ମନେ କରୁଛି ତଗ
- ୫. ତତ୍ପରେ — ୫. After that; then; afterwards.
ତହୁଁ କେତେ ଦିନ ଶେଷ ବାଳା ପାଣେ ଦୁତ କଲା ଚିଟାଭ ପ୍ରବେଶ ଭଞ୍ଜ, ପ୍ରେମସୁଧାନିଧି
- ୬. (ଅମୁକ) ଠାରୁ ବା ନିକଟରୁ —୬. From.
ଏ ମନ ମନ ତହୁଁ ଶୁଣି ଯ୍ୟାନ ବୋଲନ୍ତି ତତ୍ତ୍ୱବାଣୀ ଭୂପତି, ପ୍ରେମପଞ୍ଚାମୃତ
- ୭. ଉକ୍ତ ବିଷୟରୁ ବା କାର୍ଯ୍ୟରୁ — ୭. Resulting from that.
ତହୁଁ କି ବିଷମଭାବ ତର୍କିଲା ମୋ ଚାଟ ଶ୍ରବ ତଟକୁ ଘଟନ୍ତେ ଅବ ଧାନ ବିନା ହିସଲାରେ କବିସୂର୍ଯ୍ୟ. କିଶୋରଚମ୍ଫୁ ତ. ଗୀତ
- ୮. ବ୍ୟତିତ; ଛଡା — ୮. Except.
ନିରତେ କରି ତୋତେ ଧ୍ୟାନ ତହୁଁ ନ ଜାଣନ୍ତି ଅନ ଜଗନ୍ନାଥ, ଭାଗବତ
- ୯. ସେହି କାରଣରୁ — ୯. From that cause; owing to that reason.