ତାଆଦାଦ୍

ଉଇକିଅଭିଧାନ‌ରୁ

ତାଆଦାଦ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ତାଇଦାତ୍; ତାଇଦାତ୍, ତାଏଦାଦ; ତାଦାଦ୍; ତାଦାତ୍, ତାୟଦାତ୍; ତାୟବାଦ୍ଅନ୍ୟରୂପ

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ତଅଦାଦ୍=ସଂଖ୍ୟା; ସୁମାରି; ଗଣତି)— (କଚିରିଆ ଭାଷା)[ସମ୍ପାଦନା]

୧. ତାଦାଦ୍; ସଂଖ୍ୟା — ୧. Number.
୨. ମୂଲ୍ୟ — ୨. Value.
୩. ମକଦ୍ଦମାରେ କରାଯାଇ ଥିବା ଦାବୀର ପରିମାଣ — ୩. Money-value of a claim.
୪. ମକଦ୍ଦମା ସଂକ୍ରାନ୍ତ ଦାବୀର କଳ୍ପିତ ମୂଲ୍ୟ — ୪. Value of the subject matter of a suit; valuation of a suit or claim.

(ଯଥା—ବର୍ତ୍ତମାନ କଟକର ମୁନସଫଙ୍କୁ ଟ ୧ ଙ୍କା ତାଦାଦର ନମ୍ୱରୀ ମକଦମାମାନ ବିଚାର କରିବାର କ୍ଷମତା ହାଇକୋଟ୍ ଦେଇ ଅଛନ୍ତି)

୫. କବାଲା, ଦାନପତ୍ର, ଋଣପତ୍ର ଆଦି ଦଲିଲରେ ଲେଖା ଥିବା ସମ୍ପତ୍ତି ବା ଧନର ମୂଲ୍ୟ ବା ପରିମାଣ — ୫. Money-value of the subject-matter of a document.