ତାଇତ

ଉଇକିଅଭିଧାନ‌ରୁ

ତାଇତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫାରାସୀ - ତାବୀଜ୍=ଡେଉଁରିଆ)[ସମ୍ପାଦନା]

ବାହୁର ଅଳଙ୍କାର ବିଶେଷ; ସୁନା ରୂପାର ବାଜୁ —An armlet or ornament for the arm.

ଦେଶଜ - ସର୍ବନାମ (ସଂସ୍କୃତ - ତତ୍ ତୁ)[ସମ୍ପାଦନା]

୧. ତାହାତ; ତାହାହିଁ — ୧. That also; that too.
୨. ତାହା ସୁଦ୍ଧା —୨. That even.