ତାଇଫା

ଉଇକିଅଭିଧାନ‌ରୁ

ତାଇଫା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବି(ଫାରାସୀ - ତାୟଫା)[ସମ୍ପାଦନା]

୧. ନର୍ତ୍ତକୀଙ୍କ ଦଳ — ୧. A party of dancing girls.

x x ରୀତିରେ ଦୁଇ ତାଇଫା ଖେମଟା ନାଚ—ଫକୀରମୋହନ, ଗଳ୍ପସ୍ୱଳ୍ପ

୨. ନର୍ତ୍ତକୀ —୨. Dancing girl.
୩. ବେଶ୍ୟା —୩. Prostitute.