ତାକ୍
ଦେଖଣା
ତାକ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତର୍କ ଧାତୁ)
[ସମ୍ପାଦନା]- ୧. ଏକ ଦୃଷ୍ଟି; ସ୍ଥିର ଦୃଷ୍ଟି; କୌଣସି ବସ୍ତୁ ପ୍ରତି ଆବଦ୍ଧ ଦୃଷ୍ଟି — ୧. Stare; fixed look.
(ଯଥା—ଭୁବନେଶ୍ୱରର ମନ୍ଦିରମାନଙ୍କ କାରୁକାର୍ଯ୍ୟ ଦେଖି ମୋର ତାକ୍ ଲାଗିଗଲା)
- ୨. ଦୃଷ୍ଟିର ଲକ୍ଷ୍ୟ —୨. The aim of one's sight.
(ତାକ; ତାକତା; ତାକତା—ଅନ୍ୟରୂପ)
ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ -
[ସମ୍ପାଦନା]ସମୟ ବା ସୁବିଧାକୁ ଅପେକ୍ଷା କରି ବସିବା; ତକାଇବା —Waiting for an opportunity.
ଦେଶଜ - ଅ
[ସମ୍ପାଦନା]ପଖୋଜ ବାଦ୍ୟର ଉତ୍କଟ —The tune or gamut of a 'Pakhoja' drum.