ତାକ ମାରିବା
ଦେଖଣା
ତାକ ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା](ମୁଦ୍ରା ଆଦିକୁ) ଉପର୍ଯ୍ୟପରି ଗୋଟିଏ ଗୋଟିଏ ଗଦା କରି ସଜାଇ ରଖିବା — To arrange coins in several stacks; to stack coins.
ତାକ ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]ବସ୍ତା ଆଦିକୁ ଉପର୍ଯ୍ୟୁପରି ସଜାଇ କରି ରଖିବା
ତାଳଫ(ଫୋ)ଟକା ତଳଫୁଟୁକା ମାରିବା—
ଦେଶଜ - କ୍ରିୟାପଦ -
[ସମ୍ପାଦନା]ତାଳପତ୍ର ତିଆରି ହୋଇଥିବା ଫଟକାରେ ଅଗ୍ନି ସଂଯୋଗ କରି ଫୁଟାଇବା