ତାଗା

ଉଇକିଅଭିଧାନ‌ରୁ

ତାଗା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତନ୍ତୁକ; ସଂସ୍କୃତ - ତାର୍କକ; ପ୍ରା. ତାଗ୍ଗୋ)[ସମ୍ପାଦନା]

୧. ଡୋର; ସରୁ ସୂତା; ଡୋରୀ — ୧. String; thread.

କେଉଟମାନେ ଯେପରି ଢାଗ କାଟିବା ସକାଶେ ଛଣପଟ ବିଡା ମେଲାଇ ଦିଅନ୍ତି x x x ଫକୀରମୋହନ. ଛମାଣ ଆଠଗୁଣ୍ଡ

୨. ସ୍ୱର୍ଣ୍ଣାଦି ଧାତୁ ନିର୍ମିତ ବାହୁବଳୟ; ଅନନ୍ତ କଡ଼ା — ୨. An armlet (ornament).
୩. ଦେବତା ଆଦିଙ୍କ ନାମରେ ମାନସିକ କରି ରୁଗ୍ଣ ବା ସର୍ପଦଷ୍ଟ ଅଙ୍ଗାଦିରେ ବାନ୍ଧିବା ସୂତୁଲି — ୩. String wound round the limbs of a sick or snake-bitten person by invoking the name of a Deity.



ତାଗା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚିରିଆ ଭାଷା) (ସମ୍ଭବତଃ ବାଉଁଶ ଦଣ୍ଡରେ ତାଗା ବା ସୂତା ବନ୍ଧା ଯାଉଥିବାରୁ ଏହି ବ୍ୟବହାର)[ସମ୍ପାଦନା]

୧. ଭୂମିରେ ପୋତା ଯିବା କ୍ଷୁଦ୍ର ବଂଶ ଦଣ୍ଡ — ୧. A small pole fixed to the ground.
୨. ରାଜକର୍ମଚାରୀଙ୍କଦ୍ୱାରା ଜମି କୋରଖ କରାଯିବା ବା ଇସ୍ତିହାର ଦିଆଯିବା ବା ଦଖଲ କରାଯିବା ସମୟରେ ଜମି ଉପରେ ପୋତା ଯିବା କ୍ଷୁଦ୍ର ପତାକା, ଯହିଁରେ କୋରଖ ପରୁଆନା ବା ଦଖଲନାମା ଟଙ୍କାଇ ଦିଆଯାଏ; ଝୁଣ୍ଟା —୨. A small pole with a flag planted on a plot of land proclaimed to be sold or delivered possession of or attached under court's order.
୩. (ସଂସ୍କୃତ - ତାର୍କିକ ପ୍ରା. ତାକ୍ଗୋ; ସଂସ୍କୃତ - ତନ୍ତୁକ)—ସରୁସୁତା — ୩. Thin thread.
୪. (ସଂସ୍କୃତ - ଟଙ୍କନ) ଢାଗା ସିଲେଇ —୪. Single stitch.
୫. ସିଲାଇପାଇଁ ମୋଟ ସୁତା — ୫. Thick thread for sewing.
୬. (ବଣିଆଙ୍କ ଶବ୍ଦ) ବାହୁରେ ଲଗାଯିବା ସୁନାର ଅଳଙ୍କାର ବିଶେଷ —୬. A golden armlet.