ତାଟି ଖୁଣ୍ଟ

ଉଇକିଅଭିଧାନ‌ରୁ

ତାଟି ଖୁଣ୍ଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ତାଟିଖୁଣ୍ଟି—ଅନ୍ୟରୁପ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଘର ଦୁଆରମୁହଁରେ ଲାଗିଥିବା ତାଟିକୁ ରୁଦ୍ଧ କରିବା ସମୟରେ ତାହାକୁ ଘର ଭିତରେ ପୋତା ହେଇଥିବା ଯେଉଁ ଖୁଣ୍ଟରେ ଥିବା ଢିଙ୍କିଆଦ୍ୱାରା ଅଟକାଇ କରି ରଖାଯାଏ —୧. A peg for making the Tāṭi door of a house fast.
୨. ବଗିଚା ଇତ୍ୟାଦିକୁ ଯିବାର ମେଲା ବାଟରେ ଲାଗିଥିବା ତାଟିକୁ ଟେକି ଧରିବାପାଇଁ ଏବଂ ତାଟିକୁ ବନ୍ଦ କରିବା ବେଳେ ଶିକୁଳି ବା ଦଉଡ଼ିଦ୍ୱାରା ତାକୁ ଗୋଟିଏ ଖୁଣ୍ଟରେ ବାନ୍ଧି ରଖିବା ପାଇଁ ମେଲାବାଟରେ ଉଭୟ ପାର୍ଶ୍ୱରେ ଯେଉଁ ଦୁଇ ଗୋଟି ଖୁଣ୍ଟ ପୋତା ଯାଇଥାଏ — ୨. Two low posts fixed to the ground on both sides of an opening, one to sustain the Tāṭi door when open and the other to fasten it, when closed.