Jump to content

ତାତିବା

ଉଇକିଅଭିଧାନ‌ରୁ

ତାତିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.—(ସଂସ୍କୃତ - ତପ୍ ଧାତୁ)

[ସମ୍ପାଦନା]
୧. ଉତ୍ତପ୍ତ ହେବା — ୧. To become heated.

ବାରି ତାତି ଝସ ଶୁଖି ଗ୍ରାହ ବଂଶ ଯେମନ୍ତ ବାସାରେ ଉପେନ୍ଦ୍ର ଭଞ୍ଜ.ବୈଦେହୀଶବିଳାସ

୨. ଜ୍ୱର ଯୋଗୁଁ (ଦେହ) ଉଷୁମ ହେବା — ୨. (the bodily heart) To rise in temperature.
୩. ପୋଡ଼ିଯିବା —୩. burn; to be burnt.

[ଦ୍ରଷ୍ଟବ୍ୟ — ଲୋକେ ଅଶୁଭସୂଚକ ବାକ୍ୟ 'ଘର ପୋଡ଼ିଗଲା' ନ କହି 'ଘର ତାତିଗଲା' କହନ୍ତି ]

୪. (ଲକ୍ଷଣାର୍ଥ) ରାଗିଯିବା —୪. To be angry or ruffled; to flare up.

(ଯଥା—ସାମାନ୍ୟକଥାରେ ଏପରି ତାତିବାଟା ସୁନ୍ଦର ନୁହେଁ )