ତାତି ଉଠିବା

ଉଇକିଅଭିଧାନ‌ରୁ

ତାତି ଉଠିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ତାତିଯିବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ତପ୍ତ)[ସମ୍ପାଦନା]

୧. ଉତ୍ତପ୍ତ ହେବା — ୧. To become warm or heated.
୨. (ଲକ୍ଷଣାର୍ଥ) ଅତ୍ୟନ୍ତ ରାଗିଯିବା —୨. (figurative) To become angry; to warm up.

(ଯଥା—ଏ ସାମାନ୍ୟ କଥାରେ ତୁ ଏତେ ତାତି ଉଠୁଛି କିଆଁ?)