Jump to content

ତାତି ଯିବା

ଉଇକିଅଭିଧାନ‌ରୁ

ତାତି ଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପୋଡ଼ିଯିବା; ଦଗ୍ଧହେବା — ୧. To be burnt; to be scorched.
୨. (ପେଟ; ଅନ୍ତ) କ୍ଷୂଧାପୀଡ଼ିତ ହେବା — ୨. To be troubled with hunger.

ପୂର୍ବେ ପୂଜା କ୍ଷୁଧାଗ୍ନିରେ ଯେ ପୀଡ଼ିତ, ହୋଇବା ସକାଶରୁ ତାତିଗଲା ଅନ୍ତ କୃଷ୍ଣସିଂହ, ମହାଭାରତ ବନ