Jump to content

ତାନିସା କାମ

ଉଇକିଅଭିଧାନ‌ରୁ

ତାନିସା କାମ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ)

[ସମ୍ପାଦନା]

ଖଣ୍ଡା ବା ତରବାରିଆଦି ଉପରେ ଖୋଦାଇ କାମଦ୍ୱାରା ସୁନା ବା ରୂପାରର ଫୁଲ ଓ ପତ୍ରଆଦି ଅଙ୍କିତ କରିବା କର୍ମ — Art of inlaying floral and other designs of gold and silver on the body of a sword.