ତାପ୍ତା
ଦେଖଣା
ତାପ୍ତା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ତାଫତା—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ତ. ଫତା; ଇଟାଲୀୟ—ଟାଫ୍ପେଟା)
[ସମ୍ପାଦନା]ଟାଣୀ ରେସମର ଓ ଭରଣୀ ତୁଳାର ସୂତାରେ ବୁଣା ହୋଇ ଥିବା ଲୁଗା; ବାଫ୍ତା; ଧୂପଛାୟା ରେସମି ଲୁଗା — A fabric made of silk and linen; Taffetta.
[ ଦ୍ର—ଏ ଫାରସୀ ଶବ୍ଦ ଇଂରାଜିରେ ଟାଫ୍ଫେଟା ଆକାର ଧାରଣ କରିଅଛି]