ତାବ୍ଦାରି

ଉଇକିଅଭିଧାନ‌ରୁ

ତାବ୍ଦାରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ତାବିଦାରି, ତାବେଦାରିଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଫାରାସୀ - ତାବେଦାରୀ) (ମୁସଲମାନୀ ଭାଷା)[ସମ୍ପାଦନା]

୧. ଅଧୀନତା —୧. Subordination.
୨. ଆନୁଗତ୍ୟ — ୨. Subserviency; subjection.
୩. ଚାକିରି — ୩. Service.
୪. ଟହଲ ଟୁକୁରା —୪. Menial service.