Jump to content

ତାମଳି

ଉଇକିଅଭିଧାନ‌ରୁ

ତାମଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ତାମ୍ଳି, ତାମୁଳି, ତାମିଳି, ତାମେଳି—ଅନ୍ୟରୂପ)

(ତାମଳିଆଣୀ, ତାମିଳିଆଣୀ, ତାମୁଳିଆଣୀ, ତାମେଳିଆଣୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - ପୁଂ. (ସଂସ୍କୃତ - ତାମ୍ଭୁଳୀ)[ସମ୍ପାଦନା]

୧. ପାନରା; ଯେ ପାନ ବିକେ — ୧. A betel-dealer by profession.
୨. ଯେଉଁ ଶୁଦ୍ର ଜାତି ପାନ ବ୍ୟବସାୟ କରନ୍ତି — ୧. A caste of Ṡūdras whose profession is to sell betel-leaves.